ଫେରିଲା ଝାଡ଼ଖଣ୍ଡୀ ଦନ୍ତା, ଅଯୋଧ୍ୟାର ବିଭିନ୍ନ ଅଞ୍ଚଳରେ କରୁଛି ବ୍ୟାପକ ଉପଦ୍ରବ

Published By : Prameya-News7 Bureau | June 28, 2022 IST

ନୀଳଗିରି ୨୮/୦୬: ବିଳମ୍ୱିତ ରାତିରେ ଫେରିଛି ଝାଡ଼ଖଣ୍ଡୀ ଦନ୍ତା । ଦିନ ୯ଟାରେ ଦନ୍ତାଟି ସହର ମଧ୍ୟକୁ ଆସି ଉପଦ୍ରଵ କରିଥିଲା । ରାତିରେ ଅଯୋଧ୍ୟା ଅଞ୍ଚଳର ବିଭିନ୍ନ ସ୍ଥାନକୁ ଯାଇ ଦନ୍ତାଟି ଉତ୍ପାତ କରିଥିଲା । ରାତିସାରା ଅଞ୍ଚଳବାସୀ ଉଜାଗର ରହି ପରିବାର ଲୋକଙ୍କୁ ସୁରକ୍ଷା ଦେବାରେ ଲାଗିପଡିଥିଲେ ।

ଶେଷରେ ମଧ୍ୟ ରାତ୍ରରେ ବନ ବିଭାଗ ଓ ଗ୍ରାମବାସୀ ହାତୀଟିକୁ ଘଉଡ଼ାଇ ନୀଳଗିରି ସୀମାପାର କରିଛନ୍ତି । ଶେଷରେ ହାତୀଟି ମୟୁରଭଞ୍ଜ ଅଞ୍ଚଳକୁ ପଳାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.