ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ମହାଗୁଡା ଗାଁରେ ହାତୀ ଆକ୍ରମଣ, ୨ ଗୁରୁତର

Published By : Prameya-News7 Bureau | May 14, 2024 IST

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ମହାଗୁଡା ଗାଁରେ ହାତୀ ଆକ୍ରମଣ। ଏଥିରେ ଦୁଇଜଣ ଆହତ ହୋଇଛନ୍ତି l ଆହତ ମାନେ ହେଲେ ଗ୍ରାମର ବିଦ୍ୟାଧର ଗୌଡ଼ ଓ ଚିତ୍ରସେନ ସେଠୀ। ଉଭୟ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ l ତେବେ ଗୁରୁତର ଅବସ୍ଥାରେ ଗ୍ରାମବାସୀମାନେ ସେମାନଙକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.