ପୁରୀ ୧୬/୧୨: ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ବଳଭଦ୍ରପୁର ପଞ୍ଚାୟତରେ ହାତୀ ଉପଦ୍ରବ । ମଣିଜିପୁର ଗହୀରରେ ବୁଲୁଛନ୍ତିହାତୀପଲ । ହାତୀ ପଲରେ ୨୦ରୁ ୨୫ଟି ହାତୀ ଥିବା ଜଣାପଡିଛି । ହାତୀଗୁଡ଼ିକବିଲରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀଙ୍କୁ ଘଉଡାଇବା ପାଇଁ ପ୍ରୟାସ ଚଳାଇଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ,...
![Mamata_mohan](https://api-news7.prameyanews7.com/prameya/document/compress/2/comp_2_175_1722072771347.webp)