scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁରୀରେ ହାତୀ ଉପଦ୍ରବ : ବୁଲୁଛନ୍ତି ୨୫ଟି ହାତୀ

16/12/2018 at 11:48 AM


ପୁରୀ ୧୬/୧୨: ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ବଳଭଦ୍ରପୁର ପଞ୍ଚାୟତରେ ହାତୀ ଉପଦ୍ରବ । ମଣିଜିପୁର ଗହୀରରେ ବୁଲୁଛନ୍ତିହାତୀପଲ । ହାତୀ ପଲରେ ୨୦ରୁ ୨୫ଟି ହାତୀ ଥିବା ଜଣାପଡିଛି । ହାତୀଗୁଡ଼ିକବିଲରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି  ହାତୀଙ୍କୁ ଘଉଡାଇବା ପାଇଁ ପ୍ରୟାସ ଚଳାଇଛନ୍ତି।

   Related Posts