ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଖୋର୍ଦ୍ଧା ହଳଦୀପଦା ଅଞ୍ଚଳରେ ହାତୀ ଉପଦ୍ରବ : ଗାଁରେ ପଶି ଘର ଭାଙ୍ଗି ଖାଇଲେ ଧାନ,ଚାଉଳ

23/01/2020 at 11:28 AM

ଖୋର୍ଦ୍ଧା ୨୩/୧: ଖୋର୍ଦ୍ଧା ହଳଦୀପଦା ଅଞ୍ଚଳରେ ହାତୀ ଉପଦ୍ରବ। ବ୍ୟାପକ ଫସଲ ନଷ୍ଟ କରିବା ସହ ଗାଁରେ ପଶି ଘର ଭାଙ୍ଗିଦେଇଛନ୍ତି । ଗାଁର ସଂଜୟ ନାୟକଙ୍କ ଘର କାନ୍ଥ ଭାଙ୍ଗି ଅମଳ ଧାନ ଚାଉଳ ଖାଇଦେଇଥିବା ଅଭିଯୋଗ ହୋଇଛି ।

ଘରେ ହାତୀ ପସିବାରୁ ରାତିସାରା ସଂଜୟଙ୍କ ପରିବାର ଲୋକେ ବାହାରେ ରହିଥିଲେ । ହାତୀଙ୍କୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକେ ଖୋର୍ଦ୍ଧା ବନବିଭାଗକୁ  ଦାବି କରିଛନ୍ତି।

   Related Posts