previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ଲଜ୍‌ରେ ହାତୀଦାନ୍ତ ଡିଲ୍‌ ଚାଲିଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ୩ ଅଟକ, ୨ ଫେରାର

7/07/2022 at 7:13 PM

ସମ୍ବଲପୁର, ୦୭/୦୭: ସମ୍ବଲପୁରରେ ହାତୀ ଦାନ୍ତ ଜବତ । ଡିଲ ହେଉଥିବାବେଳେ ମାଡି ବସିଲା ବନ ବିଭାଗ । ଅଇଁଠାପାଲି ଛକସ୍ଥିତ ବାସନ୍ତୀ ଲଜରେ ଡିଲ ହେଉଥିବାବେଳେ ବୌଦ୍ଧ ଓ ସମ୍ବଲପୁର ବନ ବିଭାଗ କର୍ମଚରୀଙ୍କ ମିଳିତ ଚଢାଉରେ ଜବତ ହେଲା ୨ଟି ହାତୀ ଦାନ୍ତ । ଏହି ଘଟଣାରେ ୩ଜଣ ଅଟକ ଥିବାବେଳେ ୨ଜଣ ଫେରାର ହୋଇଯାଇଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ସମ୍ବଲପୁର ଡିଏଫଓ ବିଶ୍ବନାଥ ନିଲାନଭର ।

ବୌଦ୍ଧ ଜିଲ୍ଲା ବଘିଆପଡା ସେକ୍ସନ ବାଙ୍କମୁଣ୍ଡି ଜଙ୍ଗଲ ଓ ଭୁର୍କିପଡା ଜଙ୍ଗଲରେ ୨ଟି ହାତୀର କଙ୍କାଳ ମିଳିଥିଲା । ତେବେ ଜବତ ହୋଇଥିବା ହାତୀ ଦାନ୍ତ ସେଠାର ଗୋଟିଏ ହାତୀର ବୋଲି ଅନୁମାନ କରାଯାଉଥିବା ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ଫୋ ସୂଚନା ଦେଇଛନ୍ତି |

   Related Posts