previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଉପରତଳ ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୧୬୧୬୭ କରୋନା ପଜିଟିଭ୍
  • ||
  • ବିହାରରେ ବିଜେପିଠୁ ଅଲଗା ହେବ ଜେଡିୟୁ ! ଗୋଟିଏ-ଦୁଇ ଦିନରେ ହୋଇପାରେ ଘୋଷଣା
  • ||
  • ଝାରସୁଗୁଡା ଉପକାରାଗାରରେ ଅଘଟଣ, ଗଳାକାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଜଙ୍ଗଲର ରାଜାକୁ ପାଳିବା ପାଇଁ ଟଙ୍କା ନାହିଁ : ଚିଡିଆଖାନାର ସିଂହକୁ ବିକ୍ରି କରିଦେବ ପାକିସ୍ତାନ
  • ||

ରାଜ୍ୟରେ ପୁଣି ଗୋଟିଏ ହାତୀକୁ ହତ୍ୟା, ଦାନ୍ତ କାଟି ନେଇଛନ୍ତି ଶିକାରୀ

7/07/2022 at 7:50 PM

ଭଞ୍ଜନଗର, ୦୭/୦୭: ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ପୁଣି ଗୋଟିଏ ହାତୀକୁ ହତ୍ୟା କରାଯାଇଛି । ହତ୍ୟାକାରୀ ମାନେ ହାତୀଟିର ଦାନ୍ତକୁ କାଟି ନେଇଥିବା ଜଣାପଡ଼ିଛି । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଦରପଙ୍ଗିଆ ଜଙ୍ଗଲ ମଧ୍ୟରେ ପଡି ରହିଛି ଏହି ଗୁଳି ବିଦ୍ଧ ହାତୀର ଗଳିତ ମୃତଦେହ ।

   Related Posts