ରାଜ୍ୟରେ ପୁଣି ଗୋଟିଏ ହାତୀକୁ ହତ୍ୟା, ଦାନ୍ତ କାଟି ନେଇଛନ୍ତି ଶିକାରୀ

Published By : Prameya-News7 Bureau | July 07, 2022 IST

ଭଞ୍ଜନଗର, ୦୭/୦୭: ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ପୁଣି ଗୋଟିଏ ହାତୀକୁ ହତ୍ୟା କରାଯାଇଛି । ହତ୍ୟାକାରୀ ମାନେ ହାତୀଟିର ଦାନ୍ତକୁ କାଟି ନେଇଥିବା ଜଣାପଡ଼ିଛି । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଦରପଙ୍ଗିଆ ଜଙ୍ଗଲ ମଧ୍ୟରେ ପଡି ରହିଛି ଏହି ଗୁଳି ବିଦ୍ଧ ହାତୀର ଗଳିତ ମୃତଦେହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.