suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ତାଳଚେରରେ ହାତୀ ଆତଙ୍କ

27/09/2018 at 1:31 PM

ଅନୁଗୁଳ ୨୭/୯ : ତାଳଚେରରେ ହାତୀ ଆତଙ୍କ ଦେଖିବାକୁ ମିଳିଛି | ସହର ନିକଟସ୍ଥ ଗୋଡ଼ିବନ୍ଧ ନିକଟରେ ହାତୀପଲଙ୍କୁ ଦେଖିବାକୁ ମିଳିଛି | ପାଖାପାଖି ୨୦ ଟି ହାତୀ ବ୍ରାହ୍ମଣୀ ନଦୀ ପାର ହୋଇ ବେଲପଡା ଗାଁରେ ପଶି ବ୍ୟାପକ କ୍ଷତିକ୍ଷତି ଘଟାଇବା ସହ ଧାନ ବିଲ ନଷ୍ଟ କରିଦେଇଛନ୍ତି | ହାତୀ ଘଉଡାଇବା ପାଇଁ ୨୦ ଜଣ ବନ କର୍ମଚାରୀ ନିୟୋଜିତ ଅଛନ୍ତି | ବାଣ ଓ ନିଆଁ ଦ୍ୱାରା ହାତୀ ଘଉଡାଇବା ପାଇଁ ଚେଷ୍ଟା କରୁଛନ୍ତି ବନ କର୍ମଚାରୀ |

   Related Posts