ତାଳଚେରରେ ହାତୀ ଆତଙ୍କ
27/09/2018 at 1:31 PM

ଅନୁଗୁଳ ୨୭/୯ : ତାଳଚେରରେ ହାତୀ ଆତଙ୍କ ଦେଖିବାକୁ ମିଳିଛି | ସହର ନିକଟସ୍ଥ ଗୋଡ଼ିବନ୍ଧ ନିକଟରେ ହାତୀପଲଙ୍କୁ ଦେଖିବାକୁ ମିଳିଛି | ପାଖାପାଖି ୨୦ ଟି ହାତୀ ବ୍ରାହ୍ମଣୀ ନଦୀ ପାର ହୋଇ ବେଲପଡା ଗାଁରେ ପଶି ବ୍ୟାପକ କ୍ଷତିକ୍ଷତି ଘଟାଇବା ସହ ଧାନ ବିଲ ନଷ୍ଟ କରିଦେଇଛନ୍ତି | ହାତୀ ଘଉଡାଇବା ପାଇଁ ୨୦ ଜଣ ବନ କର୍ମଚାରୀ ନିୟୋଜିତ ଅଛନ୍ତି | ବାଣ ଓ ନିଆଁ ଦ୍ୱାରା ହାତୀ ଘଉଡାଇବା ପାଇଁ ଚେଷ୍ଟା କରୁଛନ୍ତି ବନ କର୍ମଚାରୀ |
Related Posts
ଗଛରେ ଝୁଲୁଛି ମୃତଦେହ, ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ
29 January 2023
ଯୁବକଙ୍କ ଗଳିତ ମୃତଦେହ ଠାବ, ପୋଲିସ କରୁଛି ତଦନ୍ତ
29 January 2023