ଆଖିବୁଜିଲା ଅସୁସ୍ଥ ଦନ୍ତା, ଡାହାଣ ଗୋଡରେ ହୋଇଥିଲା ଗଭୀର କ୍ଷତ
1/12/2022 at 9:21 AM

ବଡ଼ବିଲ ୦୧।୧୨ : ପୁଣି ଏକ ଦନ୍ତାର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଚମକପୁର ଜଙ୍ଗଲରେ ଆହତ ଦନ୍ତାହାତୀର ମୃତ୍ୟୁ ହୋଇଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, କୌଣସି କାରଣରୁ ଦନ୍ତା ହାତୀଟି ଅସୁସ୍ଥ ହୋଇଥିଲା । ଏହାପରେ ଗତ ଗତ ଅକ୍ଟୋବର ୨୬ ତାରିଖରୁ ଦନ୍ତାର ଚିକିତ୍ସା ଚାଲିଥିଲା । ହାତୀର ଆଗପଟ ଡାହାଣ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଏବେ ଦନ୍ତାର ମୃତ୍ୟୁ ହୋଇଛି ।
Related Posts
ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
7 February 2023
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023