ଚୌଦ୍ବାର ଡାଲିଜୋଡା ରେଞ୍ଜ୍‌ରେ ଗୁରୁତର ଅବସ୍ଥାରେ ପଡିରହିଛି ଦନ୍ତା ହାତୀ

Published By : Prameya-News7 Bureau | November 17, 2018 IST

କଟକ ୧୭|୧୧: ଚୌଦ୍ବାର ଡାଲିଜୋଡା ରେଞ୍ଜ୍ ରେ ଗୁରୁତର ଅବସ୍ଥାରେ ପଡିରହିଛି ଦନ୍ତା ହାତୀ । ଗରୁଡ଼ଗାଁ ପଂଚାୟତ ହଲଦିବସନ୍ତ ଗ୍ରାମ ନିକଟରେ ହାତୀଟି ଗୁରୁତର ଅବସ୍ଥାରେ ପଡିଥିବା ପଡିଥିବା ଦେଖିବାକୁ ମିଳିଛି । ହାତୀର ମୁହଁରେ ଘା ହୋଇଥିବାରୁ ସେ ଗୋଟିଏ ଜାଗାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛି । ଦନ୍ତା ହାତୀକୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ବନ ବିଭାଗର ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.