oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଥମୁନି ହାତୀ ଉପଦ୍ରବ : ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଧାନଚାଉଳ

26/12/2021 at 11:28 AM

ତେଲକୋଇ ୨୬।୧୨: ତେଲକୋଇ ରେଞ୍ଜରେ ଥମୁନି ହାତୀ ଉପଦ୍ରବ। ବିମଳା ଫରେଷ୍ଟ ବିଟ୍ କାଳିଆହତା ସେକ୍ସନରେ ଭାଙ୍ଗିଲା ୨ଟି ଦୁଇଟି ଘର ଓ ଖାଇଗଲେ ଧାନଚାଉଳ । ଅଳ୍ପକେ ବର୍ତ୍ତିଗଲେ କିଛି ପରିବାର ।

ଖବର  ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ତେଲକୋଇ ଫରେଷ୍ଟ ବିଟର  କାଳିଆହତା ଗାଁରେ ୧୫  ଟିକିଆ ହାତୀପଲ ପଶି ସୁରେଶ ଦେବଗନ ଓ ଲାଦୁ ମୁଣ୍ଡାଙ୍କର ଘରଭାଙ୍ଗି ଧାନଚାଉଳ ଖାଇଗଲେ। ଲାଦୁ ମୁଣ୍ଡାଙ୍କର ପ୍ରାୟ ୫୦ ବସ୍ତା ଧାନ ଖାଇ ଦେଇଥିବା ବେଳେ ସୁରେଶ ଦେବଗନଙ୍କର ୪ ବସ୍ତା ଚାଉଳ ଖାଇ ଦେଇଛନ୍ତି।

ସେପଟେ ପୁରୁଯୋଡା ଗାଁର ଅମୀୟ ନାଏକଙ୍କ ଖଳାରୁ ପାଞ୍ଚ ବସ୍ତା ଧାନ ଖାଇଦେବା ସହ କଦଳୀ ଗଛକୁ ମଧ୍ୟ ଖାଇଦେଇଛନ୍ତି । ଘରେ ଶୋଇଥିବା ବେଳେ ହାତୀପଲ ଘର ଭାଙ୍ଗୁଥିବା ଦେଖି ସୁରେଶ ଦେବଗନ ନିଜ ଛୋଟ ପିଲାଙ୍କୁ ଧରି ଘରୁ ଦୌଡ଼ି ପଳାଇ ଯାଇଥିଲେ ।ପଡୋଶୀ ଲୋକଙ୍କ ସାହାଯ୍ୟରେ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ ।ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡାଇଥିଲେ ।

   Related Posts