oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଚମ୍ପୁଆ ରେଞ୍ଜରେ ଗୋଠ ଛଡ଼ା ଦନ୍ତାର ଆତଙ୍କ, ଭୟରେ ଅଞ୍ଚଳବାସୀ

9/01/2022 at 10:05 AM

ପାଟଣା ୦୯।୦୧ : ଥମୁନି ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଆତଙ୍କ ଖେଳାଇଛି ଗୋଠ ଛଡ଼ା ଦନ୍ତା । ଯାହାକୁ ନେଇ ଭୟରେ ପୁରା ଅଞ୍ଚଳବାସୀ ।

ଖବର ଅନୁଯାୟୀ, ଗତ କିଛି ଦିନ ଧରି ଚମ୍ପୁଆ ରେଞ୍ଜରେ ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତାହାତୀ । ଏମିତିକି ଲାଖବନ୍ଧନ ପୁରା ଗାଁରେ ପାଇଖାନା ଘର ଭାଙ୍ଗିଛନ୍ତି ।ଏପରିକି ଧାନା ଦନ୍ତା ହାତୀ ଧାନ ମଧ୍ୟ ଖାଇଦେଇଛନ୍ତି । ଯାହାଫଳରେ ଲୋକେ ଭୟଭୀତ ହୋଇଛନ୍ତି । ଏବେ ହାତୀ ପାତାସାହି ଗାଁର ନିକଟ ଜଙ୍ଗଲରେ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

   Related Posts