ରାଜଧାନୀ ରାଜରାସ୍ତାରେ ବୁଲିଲା ହାତୀ, ଏକ ଘଣ୍ଟା ଧରି ଖେଳାଇଲା ଆତଙ୍କ

ବାରଙ୍ଗ ୨୯।୦୫: ରାଜଧାନୀ ରାଜ ରାସ୍ତାରେ ବୁଲିଲା ହାତୀ। ୧ ଘଣ୍ଟା ଧରି ସାଲିଆ ସାହିରେ ଆତଙ୍କ ଖେଳାଇଲା । ସ୍ଥାନୀୟ ମୈତ୍ରୀ ବିହାର ଥାନା ଅନ୍ତର୍ଗତ ୨ଶହ ଫୁଟିଆ ରାସ୍ତାରେ ଗୋଟିଏ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ଲୋକେ ପାଟି କରିବାରୁ ହାତୀ ସାଲିଆ ସାହି ଭିତରେ ପଶି ଯାଇଥିଲା। ଦୀର୍ଘ ସମୟ ଧରି ହାତୀଟି ସାହି ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ପାଟ୍ରୋଲିଂ କରୁଥିବା ପିସିଆର୍ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । … Continue reading ରାଜଧାନୀ ରାଜରାସ୍ତାରେ ବୁଲିଲା ହାତୀ, ଏକ ଘଣ୍ଟା ଧରି ଖେଳାଇଲା ଆତଙ୍କ