ପ୍ରାଣୀ ହେଲେ ବି ଅଛି ପରିବାରପ୍ରୀତି, ଅସୁସ୍ଥ ହାତୀକୁ ଜଗିରହିଛି ଦନ୍ତା

Published By : Prameya-News7 Bureau | March 18, 2020 IST

ଖୋର୍ଦ୍ଧା ୧୮।୩: ଖୋର୍ଦ୍ଧ। ବନଖଣ୍ଡ ଅନ୍ତର୍ଗତ ରାମେଶ୍ବର ମଲାଗୁଣି ନଦୀ ନିକଟରେ ଥିବା ବଅଁରା ମୌଜାରେ ଗୋଟିଏ ହାତୀ ଅସୁସ୍ଥ ହୋଇଛି । ହାତୀଟିକୁ ଅନ୍ୟ ଏକ ଦନ୍ତା ହାତୀ ଜଗି ରହିଛି ।

{"id":240453,"sizeSlug":"large"}

ଖବର ପାଇଁ ଟାଙ୍ଗୀ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛି। ଓୟୁଏଟି ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ହାତୀକୁ ସ୍ଥାନୀୟ ଭିଏସ୍ ଚିକିତ୍ସା କରୁଛନ୍ତି ।

{"id":240456,"sizeSlug":"large"}

ଏହି ସ୍ଥାନରେ ପୂର୍ବରୁ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଛି । ଅଧିକ ଚିକିତ୍ସା ପାଇଁ ଓୟୁଏଟି ବିଶେଷଜ୍ଞ ଦଳକୁ ଡକାଯିବା ନେଇ ଖୋର୍ଦ୍ଧ। ଡିଏଫ୍ଓ ସୁଦୀପ ନାୟକ ସୂଚନା ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.