ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ପ୍ରାଣୀ ହେଲେ ବି ଅଛି ପରିବାରପ୍ରୀତି, ଅସୁସ୍ଥ ହାତୀକୁ ଜଗିରହିଛି ଦନ୍ତା

18/03/2020 at 5:37 PM

ଖୋର୍ଦ୍ଧା ୧୮।୩: ଖୋର୍ଦ୍ଧ। ବନଖଣ୍ଡ ଅନ୍ତର୍ଗତ ରାମେଶ୍ବର ମଲାଗୁଣି ନଦୀ ନିକଟରେ ଥିବା ବଅଁରା ମୌଜାରେ ଗୋଟିଏ ହାତୀ ଅସୁସ୍ଥ ହୋଇଛି । ହାତୀଟିକୁ ଅନ୍ୟ ଏକ ଦନ୍ତା ହାତୀ ଜଗି ରହିଛି ।

ଖବର ପାଇଁ ଟାଙ୍ଗୀ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛି। ଓୟୁଏଟି ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ହାତୀକୁ ସ୍ଥାନୀୟ ଭିଏସ୍ ଚିକିତ୍ସା କରୁଛନ୍ତି ।

ଏହି ସ୍ଥାନରେ ପୂର୍ବରୁ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଛି । ଅଧିକ ଚିକିତ୍ସା ପାଇଁ ଓୟୁଏଟି ବିଶେଷଜ୍ଞ ଦଳକୁ ଡକାଯିବା ନେଇ ଖୋର୍ଦ୍ଧ। ଡିଏଫ୍ଓ ସୁଦୀପ ନାୟକ ସୂଚନା ଦେଇଛନ୍ତି । 

   Related Posts