suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

କରଞ୍ଜିଆର ଅନାଥ ଆଶ୍ରମରେ ହାତୀ ପଲଙ୍କ ଉପଦ୍ରବ

22/01/2019 at 10:23 AM

ମୟୂରଭଞ୍ଜ  ୨୨/୧: କରଞ୍ଜିଆର ଅନାଥ ଆଶ୍ରମରେ ହାତୀ ପଲ ଉପଦ୍ରବ ମଚାଇଛନ୍ତି । ମୟୂରଭଞ୍ଜ କରଞ୍ଜିଆ କୁରୁଳିଆ ବିଶ୍ବବନ୍ଧୁ ସେବକ ସଂଘ ଅନାଥ ଆଶ୍ରମରେ ଆଜି ବଡି ଭୋର୍ ସମୟରେ ୨୨ଟି ହାତୀ ପଶିଥିଲେ ।  ଅନାଥ ଆଶ୍ରମର ପାଚେରୀ ଓ ଗୋଟିଏ ଗେଟ୍ ଭାଙ୍ଗିବା ପରେ ରୋଷେଇ ଘରକୁ ଭାଙ୍ଗିରୁଜି ଦେଇଥିଲେ । ଷ୍ଟୋର୍ ରୁମ୍ ଭିତରେ ପଶି ୧୨ ବସ୍ତା ଚାଉଳ ଓ ୨ ବସ୍ତା ଚୁଡା ମୁଢି ଖାଇବା ସହ ଅନ୍ୟାନ୍ୟ ଜିନିଷପତ୍ର ନଷ୍ଟ କରି ଦେଇଥିଲେ ।

ହାତୀପଲ ପଶିବା ପରେ ଆଶ୍ରମ ଅନ୍ତେବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଆଶ୍ରମ ନିକଟରେ ଡ୍ୟାମ୍ କାମ  ଚାଲିଥିବାରୁ ହାତୀ  ପଲ ତାଙ୍କର ନିତିଦିନିଆ ଚଲାପଥକୁ ବଦଳାଇ ନୂଆ ରାସ୍ତା ବାହାର କରିଛନ୍ତି । ତେଣୁ ଆଖପାଖ ଗାଁ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ଅନୁରୋଧ କରିଛି ।

   Related Posts