AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ଆନନ୍ଦପୁର: ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜାବନ ବଞ୍ଚାଇବାକୁ ଦୌଡିଲେ ଲୋକେ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

ବିଳମ୍ୱିତ ରାତିରେ ସହର ଭିତରେ ବୁଲିଲା ହାତୀ, ଭୟଭୀତ ଲୋକେ

19/01/2023 at 8:45 AM

କାମାକ୍ଷାନଗର ୧୯/୦୧: କାମାକ୍ଷନଗର ଅଞ୍ଚଳରେ ପୁଣି ପଶିଲା ଦନ୍ତା । ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି । ଗତ ରାତିରେ ସହର ମଧ୍ୟରେ ପଶିଛି ହାତୀ ।

ସୂଚନା ଥାଉକି, ଗୋଟିଏ ଦନ୍ତା ହାତୀ ପୁରୁଣାରେ କୁଳା ସାହି ଭିତରେ ପଶିବା ସହ କାମାକ୍ଷାନଗର ବଜାର ମଧ୍ୟରେ ପଶି ଉତ୍ପାତ ମଚାଇଥିଲା । ଏବେ ସେହି ହାତୀ ସହର ମଧ୍ୟରେ ପ୍ରବେଶ କରିଛି । ଏପରିକି ଘର ଚାରିପଟେ ମଧ୍ୟ ବୁଲୁଥିବା ଲୋକେ ଦେଖିବାକୁ ପାଇଛନ୍ତି । ସେପଟେ ହାତୀ ଘଉଡ଼ାଇବାକୁ ବନବିଭାଗ ନାକେଦମ ହୋଇଛି । ଭଯରେ ଲୋକେ ଘରେ ତାତି କବାଟ ପକାଇ ରହିଛନ୍ତି ।

   Related Posts