ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଚଣ୍ଡିପୁର ଗ୍ରାମରେ ପଶିଛି ଜଙ୍ଗଲୀ ହାତୀ, ଭୟରେ ନିଆଁ ଜାଳି ଘଉଡ଼ାଇବାକୁ ଉଦ୍ୟମ

11/06/2022 at 10:29 PM

ବାଲେଶ୍ବର, ୧୧/୦୬: ବାଲେଶ୍ବର ସଦର ବ୍ଲକର ରାଇସୁଆଁ ପଂଚାୟତର ଚଣ୍ଡିପୁର ଗ୍ରାମରେ ଏକ ଜଙ୍ଗଲୀ ହାତୀ ପଶିଛି । ଲୋକଙ୍କ ବାଡି ଭିତରେ ପଶି ଫଳ ଏବଂ ଫସଲ ନଷ୍ଟ କରିଥିବା ବେଳେ ଗ୍ରାମବାସୀ ଭୟରେ ରହିଛନ୍ତି । ନିଆଁ ଜାଳି ହାତୀଟିକୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି ଗ୍ରାମବାସୀ । ମୟୁରଭଞ୍ଜ ଜିଲ୍ଲା କେଶପୁର ଜଙ୍ଗଲ ଆଡ଼ୁ ହାତୀଟି ଚାଲି ଆସିଥିବା ନେଇ ସୂଚନା ଦେଇଛି ବନ ବିଭାଗ ।

   Related Posts