oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଗାଁରେ ପଶି ଘର ଭାଙ୍ଗିଲା ଗୋଠଛଡା ଦନ୍ତା, ନଷ୍ଟ କଲା ଖଳାରେ ଥିବା ଧାନ ଫସଲ

30/12/2021 at 3:56 PM

ଘଟଗାଁ ୩୦।୧୨: କେନ୍ଦୁଝର ଜିଲ୍ଲାରେ କମିବାରେ ନା ଧରୁନି ହାତୀ ଉପଦ୍ରବ । ଗାଁ ଗାଁରେ ପଶି ଧନ ଜୀବନ ନଷ୍ଟ କରୁଛନ୍ତି ହାତୀ । ଗୁରୁବାର ରାତି ଘଟଗାଁ ରେଞ୍ଜ ଅଧୀନସ୍ଥ ହାତୀନୋଟା ଗାଁରେ ପଶି ଘର ଭାଙ୍ଗିବା ସହିତ ଖଳାରେ ଗଚ୍ଛିତ ଥିବା ଧାନ ବିଡାକୁ ମଧ୍ୟ ନଷ୍ଟ କରିଦେଇଛି ଏକ ଗୋଠ ଛଡା ଦନ୍ତା । ପ୍ରଥମେ ଗାଁ ରଞ୍ଜନ ମୁଣ୍ଡାଙ୍କର ଘର ଭଙ୍ଗିଲା ପରେ ଭରତ ନାଏକଙ୍କ ଧାନ ଖଳାରେ ପଶି ଗଚ୍ଛିତ ଥିବା ଧାନ ବିଡାକୁ ମଧ୍ୟ ନଷ୍ଟ କରିଦେଇଛି । ତେବେ ହାତୀଟିର ଗତିପଥ ଜନବସତି ମୁହାଁ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

   Related Posts