ପାଟଣା ରେଞ୍ଜରେ ମାତିଛନ୍ତି ୨୨ ଟିକିଆ ହାତୀପଲ, ନୂଆଗାଁରେ ପଶିଲେ, ଭାଙ୍ଗିଲେ ଘର
7/09/2022 at 1:06 PM

ପାଟଣା ୦୭/୦୯: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛନ୍ତି ୨୨ ଟିକିଆ ହାତୀପଲ ହାତୀପଲ ଏ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି । ଆଜି ସକାଳୁ ନୂଆଗାଁ ଗ୍ରାମରେ ପଶି ସ୍ପଷ୍ଟ ଦିବାଲୋକରେ ଘର ଭାଙ୍ଗିଦେଇଛନ୍ତି ହାତୀପଲ ।
ହାତୀପଲଙ୍କ ଉପଦ୍ରବରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ନିଜ ନିଜ ଘରଦ୍ୱାର ସହ ଫସଲକୁ ହାତୀପଲଙ୍କ ଦାଉରୁ ରକ୍ଷା କରିବା ପାଇଁ ଲୋକେ ରାତି ଅନିଦ୍ରା ହୋଇ ରହୁଛନ୍ତି । ଏହି ହାତୀପଲ ଏବେ ଉଭୟ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛନ୍ତି । ଏବେ ହାତୀପଲ ପୁରୁଣା ପାଣି ଜଙ୍ଗଲ ରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Related Posts
ପରୀକ୍ଷା ହଲ୍ରେ ଥିଲେ ଥିଲେ ୫୦୦ ଝିଅ, ନିଜକୁ ଏକୁଟିଆ ପାଇ ଉଡିଗଲା ହୋସ୍
2 February 2023
ପାପକ୍ଷୟ ଲୋକ ମହୋତ୍ସବ ଆରମ୍ଭ, ଅରୁଣ ମେହେରଙ୍କୁ ମିଳିଲା ପାପକ୍ଷୟ ସମ୍ମାନ
2 February 2023
ଗାତରେ ପଡି ୨ ଶିଶୁକନ୍ୟା ମୃତ, ରାସ୍ତା କାମ ପାଇଁ ଖୋଳାଯାଇଥିଲା ଗର୍ତ୍ତ
2 February 2023