Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦନ୍ତାହାତୀର ମୃତଦେହ ଉଦ୍ଧାର

13/06/2019 at 10:04 AM

ଢେଙ୍କାନାଳ ୧୩|୬: ଦନ୍ତାହାତୀର ମୃତଦେହ ଉଦ୍ଧାର । ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳ କଂଶରପୁର ବିଟ୍ ଅନ୍ତର୍ଗତ କଡଲା ଗାଁ ପଡିଆରେ ଦନ୍ତାର ମୃତଦେହ ପଡିଛି । ମୃତ ହାତୀର ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଅତ୍ୟଧିକ ଖରା ହେଉଥିବାରୁ ଅଂଶୁଘାତରେ ହାତୀର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ ପହଞ୍ଚି ହାତୀର ମୃତଦେହକୁ ଜବତ କରିଛି ।

   Related Posts