ବାଇକ୍‌କୁ ଭାଙ୍ଗିଦେଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ଯୁବକ

Published By : Prameya-News7 Bureau | December 12, 2019 IST

କରଞ୍ଜିଆ ୧୨।୧୨: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଜାରି ରହିଛି ହାତୀ ଆତଙ୍କ । ବେଶ୍ କିଛି ଦିନ ହେଲା ଏଠାରେ ଉତ୍ପାତ ମଚାଇଛନ୍ତି ୨୨ଟିକିଆ ହାତୀ ପଲ । କରଞ୍ଜିଆ ବନଖଣ୍ଡ ସୁକୃଳି ବ୍ଲକ୍ କୁଜିଆମ ଗାଁରେ ଦନ୍ତା କବଳରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଜଣେ ଯୁବକ ।

{"id":196651,"sizeSlug":"large"}

ଯୁବକ ଜଣକ ବାଇକରେ ଯାଉଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ଜୀବନ ବିକଳରେ ବାଇକ ଛାଡି ପଳାଇଥିଲେ । କିନ୍ତୁ ଏକ ଦନ୍ତା ରାଗରେ ବାଇକଟିକୁ ଦଳି ଭାଙ୍ଗି ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.