Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

26/11/2019 at 9:21 AM

ପାଟଣା ୨୬।୧୧: ପାଟଣା ରେଞ୍ଜରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ହାତୀପଲଙ୍କ ଉପରେ ନଜର ରଖାଯାଇଛି ବୋଲି ବନ ବିଭାଗ କହିଛି

ସୂଚନାଯୋଗ୍ୟ ଯେ, ପାଟଣା ରେଞ୍ଜ ଅନ୍ତର୍ଗତ ଲୁଙ୍ଗା,ବାଲି ତୁଟା,ଗଣିଆବରେଇ ଅଞ୍ଚଳରେ ଏକର ଏକର ଫସଲ ନଷ୍ଟ କରିଛନ୍ତି ହାତୀ ପଲ । ଏହାସହ ଅମଳ ପାଇଁ ଥିବା ଶହଶହ ଧାନ ବିଡା ଖାଇଗଲେ ହାତୀପଲ । ହାତୀ ଉପଦ୍ରବରେ ଭୟଭୀତ ଲୋକେ ହାତୀ ଘଉଡାଇବା ପାଇଁ ଦାବି କରିଛନ୍ତି । ହାତୀପଲ ଏବେ କରଞ୍ଜିଆ ରେଞ୍ଜ  ବଡ଼ ଦେଉଳି ଜଙ୍ଗଲରେ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

   Related Posts