ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ଏକର ଏକର ଫସଲ ନଷ୍ଟ

Published By : Prameya-News7 Bureau | August 16, 2020 IST

ପାଟଣା ୧୬।୦୮: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ରେ ହାତୀ ଉପଦ୍ରବ। ହାତୀ ପଲ ନଷ୍ଟ କଲେ ଏକର ଏକର ଧାନ ଫସଲ। ଗତକାଲି ବିଳମ୍ବିତ ରାତିରେ ୧୭ଟି ବଣୁଆ ହାତୀ କରଞ୍ଜିଆ ରେଞ୍ଜ ରୁ ଆସି ଉଦୟପୁର ବିଟ୍ ର ବିନିଦା ଓ ମଙ୍ଗଳପୁର ଗାଁରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ହାତୀପଲ ଏବେ କରଞ୍ଜିଆ ରେଞ୍ଜ ବଡ଼ଦେଉଳି ଜଙ୍ଗଲରେ ରହିଛନ୍ତି। ଖୁବଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

{"id":315235,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.