କୂଅରେ ଖସିପଡିଲା ହାତୀ ଛୁଆ
12/05/2018 at 6:26 AM

କୂଅରେ ଖସିପଡିଲା ହାତୀ ଛୁଆ । କାମାକ୍ଷାନଗର ପଶ୍ଚିମାଞ୍ଚଳ ଜାମୁଝରା ଜଙ୍ଗଲର ଏକ ପରିତ୍ୟକ୍ତ କୂଅରେ ପଡିଛି ହାତୀ ଛୁଆ । ବନ ବିଭାଗ ହାତୀ ଛୁଆକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି । ହାତୀ ଛୁଆର ବୟସ ପାଖାପାଖି ୨ ବର୍ଷ ହେବ ।
Prameya News7, News7 Odia, Odisha Latest News, Odisha Current Headlines, Odisha News Online