ସାତକୋଶିଆ ଅଭୟାରଣ୍ୟରେ ହାତୀ ମୃତ
12/06/2018 at 6:29 AM

ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ହାତୀ ମୃତ … ଅଭୟାରଣ୍ୟର ଟୁଳୁକା ସେକ୍ସନ କମ୍ପାର୍ଟମେଣ୍ଟ ନଂ-୪ ରେ ହାତୀଟି ମାରିପଡିଛି … ଅଣ୍ଡିରା ହାତୀର ବୟସ ପାଖାପାଖି ୩ ରୁ ୪ ବର୍ଷ ହେବ … ହାତୀ ଛୁଆର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି … ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ଜଣା ପଡିବ …