ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଗାଁରେ ବୁଲୁଛନ୍ତି ଦନ୍ତା ହାତୀ, ଗ୍ରାମବାସୀ ଭୟଭୀତ

5/10/2021 at 10:41 AM

ବଲାଙ୍ଗୀର ୫।୧୦: ବଲାଙ୍ଗୀର ସାଲେଭଟା ନୁନିଅପାଲି ଗାଁରେ ହାତୀ  ଆତଙ୍କ । ଚାଷୀଙ୍କ କ୍ଷେତରେ ବୁଲୁଛନ୍ତି ଦନ୍ତା ହାତୀ । ମଙ୍ଗଳବାର ଭୋରରୁ ସ୍ଥାନୀୟ କିଛି ଗ୍ରାମବାସୀ ହାତୀଙ୍କୁ ଦେଖିଥିଲେ । ୨ଟି ହାତୀ ରହିଥିବା ବେଳେ ଭରସୁଜା ଜଙ୍ଗଲ ଦେଇ ସାଲେଭଟାକୁ ଆସିଥିବା ବନ ବିଭାଗ ସୂଚନା ଦେଇଛନ୍ତି ।

ତେବେ ଏ ନେଇ ବନ ବିଭାଗକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ଫରେଷ୍ଟ ଗାର୍ଡ ସହ ଏଲିଫ୍ୟାଣ୍ଟ ସ୍କ୍ବାଡ୍ ହାତୀଙ୍କୁ ଜଗି ରହିବା ସହ ତାଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।  ତେବେ ପାଖରେ ଥିବା ପାଣ୍ଡେସରା ଗାଁରେ ହାତୀ ବର୍ତ୍ତମାନ ରହିଥିବା ବେଳେ ଜନବସତିଠୁ ଦୂରରେ ଜଙ୍ଗଲରେ ଥିବାରୁ ଭୟଭୀତ ନ ହେବା ପାଇଁ ସୂଚନା ଦେଇଛି ବନ ବିଭାଗ ।

   Related Posts