AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

କୁମ୍ଭାରମୁଣ୍ଡା ସେକସନରେ ମାତିଛି ଦନ୍ତା, ଧାନ ଜଗିବାକୁ ଯାଇଥିବାବେଳେ ଦଳିଦେଲା

23/12/2022 at 10:46 AM

ସୋନପୁର ୨୩/୧୨: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କୁମ୍ଭାରମୁଣ୍ଡା ସେକସନ୍ ଜଙ୍ଗଲରେ ଶୁଖିଲାସର ଗାଁର ଜଣକୁ ଦଳିଦେଲା ଦନ୍ତା ହାତୀ । ରାତିରେ ଧାନ ବିଲରେ ଧାନ ଜଗିବାକୁ ଯାଇଥିବା ବେଳେ ହର ରଣାଙ୍କୁ ଦଳି ଦେଲା ଦନ୍ତା ହାତୀ ।

କୁମାରମୁଣ୍ଡା ଅଞ୍ଚାଲରେ କିଛି ଦିନ ହେଲା ହାତୀ ପଲ ରହିଆସିଛନ୍ତି । ଏହି ଅଞ୍ଚଳ ହାତୀ ପଲ ଆତଙ୍କ ସୃଷ୍ଟି କରୁଛନ୍ତି । ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି ଶବ ଜବତ କରିଛନ୍ତି ।

   Related Posts