କୁମ୍ଭାରମୁଣ୍ଡା ସେକସନରେ ମାତିଛି ଦନ୍ତା, ଧାନ ଜଗିବାକୁ ଯାଇଥିବାବେଳେ ଦଳିଦେଲା
23/12/2022 at 10:46 AM

ସୋନପୁର ୨୩/୧୨: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କୁମ୍ଭାରମୁଣ୍ଡା ସେକସନ୍ ଜଙ୍ଗଲରେ ଶୁଖିଲାସର ଗାଁର ଜଣକୁ ଦଳିଦେଲା ଦନ୍ତା ହାତୀ । ରାତିରେ ଧାନ ବିଲରେ ଧାନ ଜଗିବାକୁ ଯାଇଥିବା ବେଳେ ହର ରଣାଙ୍କୁ ଦଳି ଦେଲା ଦନ୍ତା ହାତୀ ।
କୁମାରମୁଣ୍ଡା ଅଞ୍ଚାଲରେ କିଛି ଦିନ ହେଲା ହାତୀ ପଲ ରହିଆସିଛନ୍ତି । ଏହି ଅଞ୍ଚଳ ହାତୀ ପଲ ଆତଙ୍କ ସୃଷ୍ଟି କରୁଛନ୍ତି । ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି ଶବ ଜବତ କରିଛନ୍ତି ।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023