ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନୂଆପଡାରେ ଗଜରାଜ ଆତଙ୍କ, ଜଙ୍ଗଲରେ ବୁଲୁଛନ୍ତି ୩୨ ଟିକିଆ ହାତୀପଲ

16/12/2021 at 7:49 AM

ନୂଆପଡା, ୧୬|୧୨:  ନୂଆପଡାରେ ହାତୀ ଆତଙ୍କ । ବିଜାଖମନ ଜଙ୍ଗଲ ପରେ ଏବେ ଛତା ଜଙ୍ଗଲରେ ବୁଲୁଛନ୍ତି ୩୨ ଟିକିଆ ହାତୀପଲ ।

ବୁଧବାରଠୁ ହାତୀ ଘଉଡାଇବାରେ ନାକେଦମ୍ ହେଲାଣି କୋମନା ବନ ବିଭାଗ । ହାତୀକୁ ଘଉଡାଇବା ସହ ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ରାତିସାରା କୋମନା ପୋଲିସ ଓ ବନ ବିଭାଗ ପଇଁତରା ମାରୁଛନ୍ତି । ହେଲେ ଗଜରାଜ ହଟିବାର ନାଁ ନେଉନାହାଁନ୍ତି । ତେବେ ଗଜରାଜଙ୍କ ଆତଙ୍କ ପାଇଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି ।

   Related Posts