ବିଦ୍ୟୁତ ସଂସ୍ପର୍ଶରେ ଆସି ଲଜ୍ ସଫେଇ କର୍ମଚାରୀଙ୍କ ମୄତ୍ୟୁ
7/11/2018 at 10:41 AM

ବରଗଡ଼ ୭/୧୧: ବିଦ୍ୟୁତ ସଂସ୍ପର୍ଶରେ ଆସି ଲଜ୍ ସଫେଇ କର୍ମଚାରୀ ଙ୍କ ମୄତ୍ୟୁ ହୋଇଯାଇଛି। ।ଦୀପାବଳି ସମୟରେ ସହରରେ ଥିବା ସିତାରାମ ଇନ ଲଜ ସଫେଇ କରୁଥିବା ସମୟରେ ବାହାରେ ଥିବା ୩୩କେଭି ବିଦ୍ୟୁତ ସଂଶ୍ପର୍ଶରେ ଆସି ରୋହିତ ବାଗ(୨୫) ନାମକ ବ୍ୟକ୍ତି ଙ୍କ ମୄତ୍ୟୁ ହୋଇଛି ।ବିନା କୌଣସି ସୁରକ୍ଷା ଉପକରଣ ଯୋଗୁଁ ଏହି ଘଟଣା ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସେ ଝାରସୁଗୁଡା ଜିଲ୍ଲା ଉମାଡେରା ଗ୍ରାମର ମୂଳ ବାସିନ୍ଦା ଏବଂ ପଦ୍ମପୁରରେ ରହି ନିଜ ପରିବାର ପୋଷଣ କରି ଆସୁଥିଲେ । ତାଙ୍କ ଦୁଇ ଛୋଟ ଛୋଟ ପିଲା ଥିବା ଜଣା ପଡ଼ିଛି ।
Related Posts
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023