ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ସର୍ଟ ସର୍କିଟ୍ ଯୋଗୁଁ ହୁତ୍ ହୁତ୍ ହୋଇଗଲା ଜଳିଗଲା ବିଦ୍ୟୁତ୍ ଖୁଣ୍ଟ

26/12/2019 at 9:07 AM

ଜୟପୁର ୨୬।୧୨: ସର୍ଟ ସର୍କିଟ୍ ଯୋଗୁଁ ହୁତ୍ ହୁତ୍ ହୋଇଗଲା ଜଳିଗଲା ବିଦ୍ୟୁତ୍ ଖୁଣ୍ଟ । ଆଉ ଏ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ଜୀବନ ବିକଳରେ ଯିଏ ଯୁଆଡେ ଧାଇଁଲେ । ଘଟଣା ଘଟିଛି ଜୟପୁର ଏନକେଟି ରୋଡ୍ ପରଜା ସାହି ନିକଟରେ । ତେବେ ଏହି ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନି । ଆଜି ବ୍ୟସ୍ତ ବହୁଳ ରାସ୍ତା କଡରେ ଥିବା ଏହି ବିଦ୍ୟୁତ୍ ଖୁଣ୍ଟରେ ଗତକାଲି ରାତି ପାଖାପାଖି ସାଢେ ୯ଟା ସମୟରେ ଏହି ଅଘଟଣ ଘଟିଥିଲା । ତେବେ ବିଦ୍ୟୁତ୍ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

   Related Posts