ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଛିଣ୍ଡି ପଡିଲା ବିଦ୍ୟୁତ ତାର: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ଜଳିଗଲା ଟ୍ରାକ୍ଟର

19/12/2020 at 5:53 PM

ବ୍ରହ୍ମପୁର୧୯/୧୨: ଟ୍ରାକ୍ଟର ଉପରେ ଛିଣ୍ଡି ପଡିଲା ବିଦ୍ୟୁତ ତାର, ଚାଲିଗଲା ଡ୍ରାଇଭରଙ୍କ ଜୀବନ। ବୁଗୁଡା ଥାନା ଅନ୍ତର୍ଗତ ବି .ବ୍ରହ୍ମପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ଧାନ ଅମଳ ବେଳେ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା।ନିଆଁ ଜଳି ଉଠିବାରୁ ଶୁଖିଲା ବାଉଁଶ ଦ୍ବାରା ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ।

ଏପରି କି ନିଆଁକୁ ଆୟତ୍ତ କରିବାକୁ ୨ଟି ଦମକଳ ମୁତୟନ ହୋଇଥିଲା। ଦୀର୍ଘ ସମୟରେ ନିଆଁ ଆୟତ ହୋଇଥିଲା। ଟ୍ରାକ୍ଟର ସହ ଡ୍ରାଇଭର ଜଳି ଗଲେ। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ବୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ଜଗନ୍ନାଥ ପ୍ରସାଦ ତୁଳସୀପଲ୍ଲୀ ଗାଁର ମନୋଜ କୁମାର ପ୍ରଧାନ।

   Related Posts