ସୋର ମହାବିଦ୍ୟାଳୟରେ ଫୁଟିଲା ବୋମା ; ଆତଙ୍କିତ ଛାତ୍ରଛାତ୍ରୀ
3/10/2018 at 11:53 AM

ବାଲେଶ୍ୱର ୩/୧୦ : ବାଲେଶ୍ବର ଜିଲ୍ଲା ସୋର ଅନନ୍ତପୁରରେ ଥିବା ସାରସ୍ବତ ମହାବିଦ୍ୟାଳୟରେ ଗତକାଲି ବିଳମ୍ବିତ ରାତିରେ ୩ ଟି ବୋମା ଫୁଟିବା ସହିତ ୨ ଟି ଅଫୁଟା ବୋମା ଜବଦ କରିଛି ସୋର ପୋଲିସ । ଆଗକୁ ନିର୍ବାଚନ ଥିବାରୁ କେହି ଦୁର୍ବୁର୍ତ୍ତ ବୋମା ପକେଇଥିବା ନେଇ ସନ୍ଦେହ କରାଯାଉଛି । ବୋମା ଫୁଟିବା ପରେ ବିଦ୍ୟାଳୟରେ ପରିସରରେ ଥିବା ହଷ୍ଟେଲର ଛାତ୍ରଛାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଅନ୍ୟପଟେ ସୋର ଉପେନ୍ଦ୍ରନାଥ ବିଦ୍ୟାଳୟରେ ଛାତ୍ର ଆସନ୍ତି ଲାଗି ରହିଥିବାରୁ ମହାବିଦ୍ୟାଳୟର ଅଧକ୍ଷ ଲକ୍ଷ୍ମୀକାନ୍ତ ପାଢୀ ସାଏନ ଏ ଡାଏ ଘୋଷଣା କରିଛନ୍ତି ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023