LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନୂଆପଡା କୋମନା ରେଞ୍ଜ କରଙ୍ଗାଭଟା ଗାଁରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ

8/05/2018 at 4:52 AM

ହାତୀ ଆକ୍ରମଣରେ ବୃଦ୍ଧ ମୃତ । ମୃତକ ହେଲେ କୋମନା ରେଞ୍ଜ କରଙ୍ଗାଭଟା ଗାଁର ସହଦେବ ପରାଭୁଏ । ଆଜି ସକାଳୁ ନିକଟସ୍ଥ ଧାନ ବିଲରେ ଜଗିଥିବା ବେଳେ ତାଙ୍କୁ ହାତୀ ଦଳି ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଗତ ୧୫ ଦିନ ହେଲା କୋମନା ରେଞ୍ଜରେ ହାତୀ ପଲ ଉପଦ୍ରବ ଚଳାଇଛନ୍ତି । ଅନୁପଗଡ ଗାଁରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ପରେ ବୋଡେନ ବ୍ଲକ ଜୋରପଡା ଅଞ୍ଚଳରେ ମଧ୍ଯ ଆତଙ୍କ ଖେଳାଇଛନ୍ତି । ହାତୀଙ୍କୁ ଘଉଡାଇବା ପାଇଁ ବନବିଭାଗ ଉଦ୍ୟମ କରୁଛନ୍ତି ।

Leave a Reply

   Related Posts