ଥମୁନି ପିଲା ଚୋରା ଆତଙ୍କ ; ପିଲା ଚୋରା ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ
30/05/2018 at 11:03 AM

ପିଲାଚୋରି ଗୁଜବ ନେଇ ଏବେ ରାଜ୍ୟ ରେ କୋକୁଆ ଭୟ ଦେଗାଦେଇଛି,ପୋଲିସ ପ୍ରଶାସନ ଯେତେ ଚେଷ୍ଟା କଲେ ମଧ୍ୟ ଲୋକ ଙ୍କ ମନରୁ ଗୁଜବ ଦୁର କରିବାରେ ଫେଲ ମାରିଥିବା ବେଲେ ଅଜଣା ଓ ଅଣଓଡିଆ ଲୋକ ମାନେ ଏବେ ସମସ୍ତ ଙ୍କ ସଂଦେହଘେର ରେ ଥିବାବେଲେ ଧର୍ମଗଡ ଥାନା କାଙ୍କେରି ଗ୍ରାମ ରେ ଗତରାତି ରେ ଜଣେ ଅଜଣା ବୃଦ୍ଧ ପିଲାଚୋର ସଂଦେହ ରେ ଗ୍ରାମବାସି ଙ୍କ ଆକ୍ରୋଶ ର ଶିକାର ହୋଇଥିବା ଜଣାପଡିଥିବା ଖବର ପାଇ ଧର୍ମଗଡ ପୋଲିସ ବୃଦ୍ଧ ଜଣକୁ ଭଦ୍ଧାର କରି ଥାନା କୁ ଆଣି ତଦନ୍ତ କରୁଥିବା ଜଣାପଡିଛି।
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023