ମାଲବାହୀ ଟ୍ରେନରେ କଟି ଅଚିହ୍ନା ବୃଦ୍ଧଙ୍କର ମୃତ୍ୟୁ
5/10/2018 at 9:52 AM

ସୋରୋ ୫/୧୦ : ବାଲେଶ୍ବର ଜିଲ୍ଲା ମାର୍କୋଣା ରେଲୱେ ଗେଟ ଉତର କେବିନ୍ ନିକଟରେ ଏକ ମାଲବାହୀ ଟ୍ରେନରୁ କଟି ଜଣେ ଅଚିହ୍ନା ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳ ୬.୩୦ ମିନିଟରେ ଏକ ମାଲବାହୀ ଟ୍ରେନ ବାଲେଶ୍ବରରୁ ଭଦ୍ରକ ଅଭିମୁଖେ ଯାଉଥିଲା ବେଳେ ଏକ ବୃଦ୍ଧ ରେଲୱେ ଗେଟ ପାରି ହେଉଥିଲା ବେଳେ ମାଲବାହୀ ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଛି । ରେଲୱେ ପୋଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଜାରି ରଖିଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023