AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ମାଲବାହୀ ଟ୍ରେନରେ କଟି ଅଚିହ୍ନା ବୃଦ୍ଧଙ୍କର ମୃତ୍ୟୁ

5/10/2018 at 9:52 AM

ସୋରୋ ୫/୧୦ : ବାଲେଶ୍ବର ଜିଲ୍ଲା ମାର୍କୋଣା ରେଲୱେ ଗେଟ ଉତର କେବିନ୍ ନିକଟରେ ଏକ ମାଲବାହୀ ଟ୍ରେନରୁ କଟି ଜଣେ ଅଚିହ୍ନା ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳ ୬.୩୦ ମିନିଟରେ ଏକ ମାଲବାହୀ ଟ୍ରେନ ବାଲେଶ୍ବରରୁ ଭଦ୍ରକ ଅଭିମୁଖେ ଯାଉଥିଲା ବେଳେ ଏକ ବୃଦ୍ଧ ରେଲୱେ ଗେଟ ପାରି ହେଉଥିଲା ବେଳେ ମାଲବାହୀ ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଛି । ରେଲୱେ ପୋଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଜାରି ରଖିଛି ।

   Related Posts