ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର, ଶୌଚ ହେବାକୁ ଯାଇଥିବାବେଳେ କଚାଡି ମାରିଲା ଦନ୍ତା
3/12/2022 at 11:22 AM

ରାଉରକେଲା ୦୩/୧୨: ହାତୀ ଆକ୍ରମଣରେ ବନ ସୁରକ୍ଷା କର୍ମୀ ଗୁରୁତର । ସୁନ୍ଦରର୍ଗଡ କୋଇଡା ନାରାୟଣ ପୋସରେ ଥିବା Jsw ମାଙ୍ଗାନିଜ ଖଣି ଭିତରେ ଆଜି ସକାଳୁ ବନ ସୁରକ୍ଷା କର୍ମୀ ନରେନ୍ଦ୍ର ସେଠୀ ଶୌଚ ହେବାକୁ ଯାଇଥିବା ବେଳେ ଗୋଟିଏ ଦନ୍ତା ପଛପଟୁ କଚାଡି ଦେଇଥିଲା ।
ଦନ୍ତା ଆକ୍ରମଣରେ ବନ ସୁରକ୍ଷା କର୍ମୀ ନରେନ୍ଦ୍ର ସେଠୀଙ୍କ ହାତ ଭାଙ୍ଗି କ୍ଷତବିକ୍ଷତ ହୋଇଥିଲେ ଅଳ୍ପକେ ଜୀବନ ବଞ୍ଚିଯାଇଛି । ପରେ କୋଇଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ଚାଲିଛି । ଘଟଣା ପରେ ଖଣି ଭିତରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି ।
Related Posts
ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
7 February 2023
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023