AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର, ଶୌଚ ହେବାକୁ ଯାଇଥିବାବେଳେ କଚାଡି ମାରିଲା ଦନ୍ତା

3/12/2022 at 11:22 AM

ରାଉରକେଲା ୦୩/୧୨: ହାତୀ ଆକ୍ରମଣରେ ବନ ସୁରକ୍ଷା କର୍ମୀ ଗୁରୁତର । ସୁନ୍ଦରର୍ଗଡ କୋଇଡା ନାରାୟଣ ପୋସରେ ଥିବା Jsw ମାଙ୍ଗାନିଜ ଖଣି ଭିତରେ ଆଜି ସକାଳୁ ବନ ସୁରକ୍ଷା କର୍ମୀ ନରେନ୍ଦ୍ର ସେଠୀ ଶୌଚ ହେବାକୁ ଯାଇଥିବା ବେଳେ ଗୋଟିଏ ଦନ୍ତା ପଛପଟୁ କଚାଡି ଦେଇଥିଲା ।

ଦନ୍ତା ଆକ୍ରମଣରେ ବନ ସୁରକ୍ଷା କର୍ମୀ ନରେନ୍ଦ୍ର ସେଠୀଙ୍କ ହାତ ଭାଙ୍ଗି କ୍ଷତବିକ୍ଷତ ହୋଇଥିଲେ ଅଳ୍ପକେ ଜୀବନ ବଞ୍ଚିଯାଇଛି । ପରେ କୋଇଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ଚାଲିଛି । ଘଟଣା ପରେ ଖଣି ଭିତରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି ।

   Related Posts