ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ମୃତ

20/11/2019 at 12:36 PM

ଆସାମ ୨୦।୧୧:  ଆାସାମ ଉଦାଳଗୁରୀ ଜିଲ୍ଲାରେ ଟ୍ରକ-କାର ମଧ୍ୟରେ  ଦୁର୍ଘଟଣା ଘଟି ଆଠଜଣଙ୍କ ମୃତ୍ୟୁ ହୋଇଛି ।ଘଟଣାସ୍ଥଳରେ ହିଁ ଗାଡିରେ ଥିବା ସମସ୍ତଙ୍କର ମୃତ୍ୟୁ ହୋଇଛି । କାର ଯୋଗେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କ ମୃତଦେହକୁ ଜବତ କରି ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇବା ସହ ଦୁର୍ଘଟଣାର ଶୀକାର ହୋଇଥିବା ଗାଡିକୁ ଜବତ କରିଛି ।

   Related Posts