ପ୍ରି-ଆକ୍ଟିଭେଟେଡ୍ ସିମ୍ ରାକେଟ୍ ଠାବ, ୮ ସଦସ୍ୟ ଗିରଫ
କଟକ ୧୦।୬: ପୁଣି ଏକ ପ୍ରି-ଆକ୍ଟିଭେଟେଡ୍ ସିମ୍ ରାକେଟ୍ ଠାବ ହୋଇଛି । କଟକ ସାଇବର ଥାନା ପୋଲିସ ପଞ୍ଝାରେ ସିମ୍ କାର୍ଡ ରାକେଟ୍ । ୮ ଜଣିଆ ଗ୍ୟାଙ୍ଗକୁ ଗିରଫ କରାଯାଇଛି । ଏମାନଙ୍କ ନିକଟରୁ ବିପୁଳ ପରିମାଣର ଆକ୍ଟିଭେଟେଡ୍ ସିମ୍ ଜବତ କରାଯାଇଛି । ଅଭିଯୁକ୍ତମାନଙ୍କୁ ବିଭିନ୍ନ ଜିଲ୍ଲାରୁ ଗିରଫ କରାଯାଇଛି । ସବୁଠାରୁ ବଡ କଥା ହେଲା ସମସ୍ତ ଅଭିଯୁକ୍ତ ପୁରୀ ଜିଲ୍ଲା ବାସିନ୍ଦା ବୋଲି ଜଣାପଡିଛି । ରାକେଟରେ ବିଦେଶୀ ଲିଙ୍କ୍ … Continue reading ପ୍ରି-ଆକ୍ଟିଭେଟେଡ୍ ସିମ୍ ରାକେଟ୍ ଠାବ, ୮ ସଦସ୍ୟ ଗିରଫ
Copy and paste this URL into your WordPress site to embed
Copy and paste this code into your site to embed