ପ୍ରି-ଆକ୍ଟିଭେଟେଡ୍ ସିମ୍ ରାକେଟ୍ ଠାବ, ୮ ସଦସ୍ୟ ଗିରଫ
10/06/2023 at 2:36 PM

କଟକ ୧୦।୬: ପୁଣି ଏକ ପ୍ରି-ଆକ୍ଟିଭେଟେଡ୍ ସିମ୍ ରାକେଟ୍ ଠାବ ହୋଇଛି । କଟକ ସାଇବର ଥାନା ପୋଲିସ ପଞ୍ଝାରେ ସିମ୍ କାର୍ଡ ରାକେଟ୍ । ୮ ଜଣିଆ ଗ୍ୟାଙ୍ଗକୁ ଗିରଫ କରାଯାଇଛି । ଏମାନଙ୍କ ନିକଟରୁ ବିପୁଳ ପରିମାଣର ଆକ୍ଟିଭେଟେଡ୍ ସିମ୍ ଜବତ କରାଯାଇଛି । ଅଭିଯୁକ୍ତମାନଙ୍କୁ ବିଭିନ୍ନ ଜିଲ୍ଲାରୁ ଗିରଫ କରାଯାଇଛି ।

ସବୁଠାରୁ ବଡ କଥା ହେଲା ସମସ୍ତ ଅଭିଯୁକ୍ତ ପୁରୀ ଜିଲ୍ଲା ବାସିନ୍ଦା ବୋଲି ଜଣାପଡିଛି । ରାକେଟରେ ବିଦେଶୀ ଲିଙ୍କ୍ ସନ୍ଦେହ କରାଯାଉଛି । ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ଖୋଳତାଡ କରୁଛି ପୋଲିସ ।
You Can Read :
Related Posts
ବଜ୍ରାଘାତ ନେଲା ତିନି ମହିଳାଙ୍କ ଜୀବନ, ବିଲରେ କାମ କରୁଥିବା ସମୟରେ ଘଟିଲା ଅଘଟଣ
26 September 2023
ଅକ୍ଟୋବର ୨ରୁ ୧୧ ଯାଏ ବିଜେଡିର ପଦଯାତ୍ରା, ଘରେ ଘରେ ହେବ ଶଙ୍ଖ କାର୍ଯ୍ୟକ୍ରମ
26 September 2023
ବୈତରଣୀ କୂଳରେ ମାତିଛି ନରହନ୍ତା ଜନ୍ତୁ, ଗାଈକୁ ଟାଣିନେଇ ଝାମ୍ପି ଖାଇଲା କୁମ୍ଭୀର
26 September 2023