oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ସାଂସଦ ଅପରାଜିତାଙ୍କ ଗାଡ଼ିକୁ ଅଣ୍ଡାମାଡ଼, ଅହେତୁକ ଦର ବୃଦ୍ଧି ନେଇ ଛାତ୍ର କଂଗ୍ରେସର ବିରୋଧ

25/11/2021 at 2:32 PM

ବାଲିପାଟଣା ୨୫।୧୧: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ ।ବାଲିପାଟଣା ଥାନା ସରିପୁର ଛକ ନିକଟରେ ରାସ୍ତାରେ ସାଂସଦଙ୍କ ଗାଡିକୁ ଅଣ୍ଡା ମାଡ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଏହା ସହ ସାଂସଦଙ୍କୁ କଳାପତାକା ମଧ୍ୟ ଦେଖାଇଛନ୍ତି ଛାତ୍ର କଂଗ୍ରେସ ।

ଖବର ଅନୁଯାୟୀ, ବନମାଳିପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଂସଦ ଯାଉଥିଲେ । ଠିକ୍‌ ଏହି ସମୟରେ ଯୁବ କଂଗ୍ରେସଙ୍କ ପକ୍ଷରୁ  ଅଣ୍ଡା ମାଡ ହୋଇଛି । ପେଟ୍ରୋଲ୍ , ଡିଜେଲ୍‌ ଏବଂ  ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ କରିଛି କଂଗ୍ରେସ | ମାତ୍ର ଦର ବୃଦ୍ଧି ନେଇ ସାଂସଦ ଅପରାଜିତାଙ୍କ ମୌନକୁ ବିରୋଧ କରାଯାଇଥିବା ଛାତ୍ର କଂଗ୍ରେସ ସଂପାଦକ ସନ୍ଦିପ ରାଉତରାୟ ସୂଚନା ଦେଇଛନ୍ତି ।

   Related Posts