Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଡ୍ରପ୍ ଆଉଟ୍‌କୁ ନେଇ ଗୃହରେ ଉତ୍ତେଜନା, ଅନ୍ୟ ରାଜ୍ୟର ଉଦାହରଣ ଦେଲେ ଗଣଶିକ୍ଷା ମନ୍ତ୍ରୀ

15/03/2023 at 12:41 PM

ଭୁବନେଶ୍ବର ୧୫।୩: ଗୃହରେ ଡ୍ରପ୍ ଆଉଟ୍‌କୁ ନେଇ ଉତ୍ତେଜନା । ଅନ୍ୟ ରାଜ୍ୟର ଉଦାହରଣ ଦେଇ ଗୃହରେ କଡା ଜବାବ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିରୋଧୀଙ୍କୁ କାଉଣ୍ଟର କରି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଦେଶରେ ସବୁଠୁ ଅଧିକ ଡ୍ରପ୍ ଆଉଟ୍ ଉତ୍ତର ପ୍ରଦେଶରେ ରହିଛି । ଯେଉଁଠି ୪ ଲକ୍ଷ ୧୮ ହଜାର ପିଲା ଡ୍ରପ୍ ଆଉଟ୍ ହୋଇଛନ୍ତି । ଡ୍ରପ୍ ଆଉଟ୍ ରେଟ୍ ୭୪.୧୮ ପ୍ରତିଶତ ରହିଛି  ।

ସେହିପରି ଆନ୍ଧ୍ର ଓ ଛତିଶଗଡରେ ବି ଡ୍ରପ୍ ଆଉଟ୍ ହାର ୬୦ ପ୍ରତିଶତରୁ ଅଧିକ ରହିଛି । ମଙ୍ଗଳବାର ବିରୋଧୀ ଡ୍ରପ୍ ଆଉଟ୍ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ।

   Related Posts