oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

କଟକଣାରେ ଖୋଲିଛି ରାଜଧାନୀର ସମସ୍ତ ସ୍କୁଲ, କ୍ଲାସ ବୁଲିଲେ ତଦାରଖ କଲେ ମନ୍ତ୍ରୀ

1/11/2021 at 11:59 AM

ନୂଆଦିଲ୍ଲୀ ୦୧/୧୧: କୋଭିଡ କଟକଣାରେ ଖୋଲିଛି ରାଜଧାନୀ ଦିଲ୍ଲୀର ସମସ୍ତ ସ୍କୁଲ । ୫୦ ପ୍ରତିଶତ କ୍ଷମତାରେ ଖୋଲିଛି ସମସ୍ତ ଶ୍ରେଣୀ । ଆଜିଠୁ ସମସ୍ତ ସ୍କୁଲ ଖୋଲିଥିବା ବେଳେ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ମନୀଷ ଶିଶୋଦିଆ କିଛି ସ୍କୁଲ ବୁଲି ଟିକନିଖ୍ ଅନୁଧ୍ୟାନ କରିଛନ୍ତି । ଯାଞ୍ଚ ପାଇଁ ପଶ୍ଚିମ ବିନୋଦ ନାଗରର ରାଜକିଆ ସର୍ବୋଦୟ ବାଲ/ କନ୍ୟା ବିଦ୍ୟାଲୟ ପରିଦର୍ଶନ କରିଥିଲାେ ।

ଏହି ଅବସରରେ ଶିଶୋଦିଆ କହିଛନ୍ତି, ନର୍ସରୀରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ କ୍ଲାସ କୋଭିଡ କଟକଣା ପାଳନ କରି ଖୋଲିଥିବାରୁ ଆମେ ଖୁସୀ ଅଛୁ । ସମସ୍ତ ସ୍କୁଲର ମୁଖ୍ୟଙ୍କୁ କୋଭିଡ କଟକଣା ପାଳନ କରିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି । ଯେପରି ୫୦ ପ୍ରତିଶତରୁ ଅଧିକ ପିଲା କ୍ଲାସରେ ଉପସ୍ଥିତ ନ ରହିବେ ସେନେଇ ସୁନିଶ୍ଚିତ କରିବାକୁ କୁହାଯାଇଛି । ଏହାସହ ସ୍କୁଲର ଲାଇବ୍ରେରୀ, କ୍ଲାସ ରୁମ, ଲାବରେ ସାମାଜିକ ଦୂରତା ରଖିବାକୁ କୁହାଯାଇଛି ।

   Related Posts