AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବଦାସ ହତ୍ୟା ଘଟଣାରେ ଡିଜିଙ୍କ ପ୍ରେସମିଟ୍, କହିଲେ ତଦନ୍ତକୁ ଆହୁରି ଲାଗିବ ସମୟ
  • ||
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

ଧାମରା କାରଣପଲୀରେ ED ରେଡ୍, ଟିକସ ଫାଙ୍କି ଅଭିଯୋଗରେ ଚଢ଼ାଉ

21/12/2022 at 1:52 PM

ଚାନ୍ଦବାଲି ୨୧/୧୨: ଚାନ୍ଦବାଲି ବ୍ଲକ କାରଣପଲୀ ଠାରେ ED ପକ୍ଷରୁ କୋଟିପତି ବିକି ମଣ୍ଡଳଙ୍କ ଘରେ ଚଢ଼ାଉ ଜାରି ରହିଛି । ସେଠାରେ ଥିବା ଦୁଇଟି ବରଫ କଳ, ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟ, ରନ୍ଧନ ଗ୍ୟାସ ଏଜେନସି ଏବଂ ପେଟ୍ରୋଲ ପମ୍ପ ଥିବାବେଳେ ଗତ ତିନି ବର୍ଷ ହେବ ସରକାରଙ୍କୁ ଟିକସ ଫାଙ୍କୁ ଥିଲା । ଆୟ ବହିର୍ଭୁତ ସମ୍ପତି ଠୁଳ ଓ ଟିକସ ଫାଙ୍କିବାକୁ ନେଇ ED ପାଖରେ ଅଭିଯୋଗ ଖବର ଥିଲା ।

ବୁଧବାର ସକାଳୁ ଭୁବନେଶ୍ୱର EDର ଟିମ୍ ଆସି କାରଣପଲୀ ଠାରେ ପହଞ୍ଚି ଚଢ଼ାଉ ଜାରି ରଖିଛି । ୨୦୧୯ ମସିହାରେ ED ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲା । ସେତେବେଳେ ବହୁ ପରିମାଣରେ ଆୟ ବହିର୍ଭୁତ ସମ୍ପତି ଠାବ କରିବା ସହ ବ୍ୟବସାୟୀକ ଟିକସ ଫାଙ୍କି ଥିବା ଜଣାପଡିଥିଲା । ପୁଣିଥରେ ବୁଧବାର ଏହି ଚଢ଼ାଉ ଜାରି ରହିଛି ।

   Related Posts