ବେଟିଂ ଆପ୍ ପ୍ରମୋଟରଙ୍କ ବିବାହରେ ଯୋଗଦେବା ପଡ଼ିପାରେ ଭାରି, ବଲିଉଡ୍ କଳାକାରଙ୍କୁ ସମନ କରିପାରେ ଇଡି
ନୂଆଦିଲ୍ଲୀ: ବଢ଼ିପାରେ ବଲିଉଡ ସେଲିବ୍ରିଟିଙ୍କ ଅଡ଼ୁଆ । ମହାଦେବ ଅନଲାଇନ ବେଟିଂ ମାମଲାରେ ଫସିପାରନ୍ତି ବଲିଉଡ୍ ଅଭିନେତା ଅଭିନେତ୍ରୀ। ଆପ୍ ପ୍ରମୋଟରଙ୍କ ବିବାହରେ ଯୋଗଦେଇଥିବା ବଲିଉଡ କଳାକାର ଏବେ ଇଡି ସ୍କାନରରେ । ପ୍ରକୃତରେ ବଲିଉଡର କିଛି କଳାକାର ବେଟିଂ ଆପ୍ର ପ୍ରମୋଟରଙ୍କ ବିବାହରେ ଯୋଗଦେଇଥିଲେ। ଏହି ବେଟିଂ ଆପ୍ ବିରୋଧରେ ଇଡି ତଦନ୍ତ କରୁଛି । କୁହାଯାଉଛି ଏହି ମାମଲାରେ ଇଡି ବଲିଉଡ କଳାକାରଙ୍କୁ ସମନ କରିପାରେ। ସୂଚନାଯୋଗ୍ୟ, ଏହି ସେଲିବ୍ରିଟିମାନେ ଗତ ଫେବ୍ରୁଆରୀରେ ଦୁବାଇରେ … Continue reading ବେଟିଂ ଆପ୍ ପ୍ରମୋଟରଙ୍କ ବିବାହରେ ଯୋଗଦେବା ପଡ଼ିପାରେ ଭାରି, ବଲିଉଡ୍ କଳାକାରଙ୍କୁ ସମନ କରିପାରେ ଇଡି
Copy and paste this URL into your WordPress site to embed
Copy and paste this code into your site to embed