oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଭାଙ୍ଗିବ ପୂର୍ବତଟ ରେଲଓ୍ଵେ , ବିଶାଖାପାଟଣାରେ ହେବ ନୂଆ ରେଲଓ୍ଵେ ଜୋନ୍

27/02/2019 at 9:42 PM

ଭୁବନେଶ୍ଵର ୨୭/୨- ପୂର୍ବତଟ ରେଳପଥ ଭାଙ୍ଗିବା ପାଇଁ ନିଷ୍ପତ୍ତି । ବିଶାଖାପାଟଣାରେ ହେବ ନୂଆଜୋନ । ଏହି ନୂଆ ଜୋନର ନାଁ ରହିବ ସାଉଥ କୋଷ୍ଟ ରେଲଓ୍ଵେ ।

 ଏ ବାବଦରେ  ରେଳମନ୍ତ୍ରୀ ପିୟୁଷ ଗୋୟଲ କରିଛନ୍ତି  ଘୋଷଣା  । ପୂର୍ବତଟ ରେଲଓ୍ଵେରେ ନୂଆ ଡ଼ିଭିଜନ ହେବ ରାୟଗଡ଼ା । ସାଉଥ କୋଷ୍ଟ ରେଲଓ୍ଵେରେରହିବ  ଗୁଣ୍ଟାକଲ, ଗୁଣ୍ଟୁର, ବିଜୟଓ୍ଵାଡ଼ା ଡ଼ିଭିଜନ ।

   Related Posts