ଭାଙ୍ଗିବ ପୂର୍ବତଟ ରେଲଓ୍ଵେ , ବିଶାଖାପାଟଣାରେ ହେବ ନୂଆ ରେଲଓ୍ଵେ ଜୋନ୍

Published By : Prameya-News7 Bureau | February 27, 2019 IST

ଭୁବନେଶ୍ଵର ୨୭/୨- ପୂର୍ବତଟ ରେଳପଥ ଭାଙ୍ଗିବା ପାଇଁ ନିଷ୍ପତ୍ତି । ବିଶାଖାପାଟଣାରେ ହେବ ନୂଆଜୋନ । ଏହି ନୂଆ ଜୋନର ନାଁ ରହିବ ସାଉଥ କୋଷ୍ଟ ରେଲଓ୍ଵେ ।

 ଏ ବାବଦରେ  ରେଳମନ୍ତ୍ରୀ ପିୟୁଷ ଗୋୟଲ କରିଛନ୍ତି  ଘୋଷଣା  । ପୂର୍ବତଟ ରେଲଓ୍ଵେରେ ନୂଆ ଡ଼ିଭିଜନ ହେବ ରାୟଗଡ଼ା । ସାଉଥ କୋଷ୍ଟ ରେଲଓ୍ଵେରେରହିବ  ଗୁଣ୍ଟାକଲ, ଗୁଣ୍ଟୁର, ବିଜୟଓ୍ଵାଡ଼ା ଡ଼ିଭିଜନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.