ଅରୁଣାଞ୍ଚଳ ପ୍ରଦେଶରେ ୩.୭ ତୀବ୍ରତାର ଭୂକମ୍ପ ଅନୁଭୂତ
24/08/2020 at 10:49 AM

Image Courtesy : dainik bhaskar
ଇଟାନଗର ୨୪।୮: ଅରୁଣାଞ୍ଚଳ ପ୍ରଦେଶରେ ଅଞ୍ଜା ଅଞ୍ଚଳରେ ସୋମବାର ଭୋରରୁ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୭ ରହିଛି । ଭୂକମ୍ପ ଫଳରେ କୌଣସି ଧନ ଜୀବନ ହାନି ହୋଇନଥିବ ଜଣାପଡିଛି ।
An earthquake with a magnitude of 3.7 on the Richter Scale hit Anjaw, Arunachal Pradesh today at 3:36 AM: National Center for Seismology (NCS) pic.twitter.com/d9HG9fEB1V
— ANI (@ANI) August 23, 2020
Related Posts
ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ, ଅଗଷ୍ଟ ୧୩ ଯାଏଁ ଚାଲିବ
30 June 2022