ମରକ୍କୋ ଭୂମିକମ୍ପରେ ୧୦୦୦ରୁ ଅଧିକ ମୃତ୍ୟୁ; ଦୀର୍ଘ ୬୦ ବର୍ଷ ପରେ ୬.୮ ତୀବ୍ର ଝଟ୍‌କାରେ ଦୋହଲି ଯାଇଛି ପୂରା ଦେଶ

ନୂଆଦିଲ୍ଲୀ: ମରୋକ୍କୋ ଭୂମିକମ୍ପ ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ୬.୮ ତୀବ୍ରତାର ଭୂମିକମ୍ପ ମରୋକ୍କୋକୁ ଦୋହଲାଇ ଦେଇଛି। ଭୂମିକମ୍ପରେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କ୍ଷତିର ଆକଳନ କରାଯାଇପାରି ନାହିଁ ବୋଲି ମରୋକ୍କୋ ଇଣ୍ଟରିୟର ମନ୍ତ୍ରୀ ସୂଚନା ଦେଇଛନ୍ତି। ଭୂମିକମ୍ପରେ ସହର ଓ ଟାଉନ ବାହାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେବେ … Continue reading ମରକ୍କୋ ଭୂମିକମ୍ପରେ ୧୦୦୦ରୁ ଅଧିକ ମୃତ୍ୟୁ; ଦୀର୍ଘ ୬୦ ବର୍ଷ ପରେ ୬.୮ ତୀବ୍ର ଝଟ୍‌କାରେ ଦୋହଲି ଯାଇଛି ପୂରା ଦେଶ