ହରିୟାଣାର ଝାଜରରେ ମୃଦୁ ଭୂମିକମ୍ପ; ରିକ୍ଟର ସ୍କେଲରେ ତିବ୍ରତା ୨.୫ ରେକର୍ଡ

Published By : Prameya-News7 Bureau | June 06, 2023 IST

ନୂଆଦିଲ୍ଲୀ: ହରିୟାଣାରେ ଭୂମିକମ୍ପ ଝଟକା । ମୃଦୁ ଭୂମିକମ୍ପରେ ଧରିଲା ଝାଜର ଅଞ୍ଚଳ । ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୫ ରେକର୍ଡ କରାଯାଇଛି । ଭୂକମ୍ପ ପରେ ଭୟଭୀତ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ ।

wp:html /wp:html

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ସୂଚନା ମୁତାବକ, ମଙ୍ଗଳବାର ସକାଳ ୭ଟା ୮ ମିନିଟ୍ ଭମିକମ୍ପ ଅନୁଭୂତ ହୋଇଛି । ଏହାର ତିବ୍ରତା ରିକ୍ଟର ସ୍କେଲରେ ୨.୫ ରେକର୍ଡ କରାଯାଇଥିବା ବେଳେ ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୧୨ କିଲୋମିଟର ଗଭୀରତାରେ ରହିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.