ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍‌କା

Published By : Prameya-News7 Bureau | August 28, 2018 IST

ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍‌କା । ବାରିପଦା, ବାଲେଶ୍ୱର ଏବଂ ଭଦ୍ରକରେ ଭୂକମ୍ପ ଅନୁଭୂତ । ଛାନିଆରେ ଲୋକେ ଘରୁ ବାହାରକୁ ଦୌଡ଼ିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.