AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ବଙ୍ଗୋପସାଗରରେ ଭୂମିକମ୍ପ, ରିକ୍ଟରସ୍କେଲରେ ତିବ୍ରତା ୫.୧ ରେକର୍ଡ

5/12/2022 at 11:15 AM

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଭୂମିକମ୍ପ ଝଟକା । ସକାଳ ୮ଟା ୨୧ ମିନିଟରେ ଥରି ଉଠିଲା ବଙ୍ଗୋପସାଗର ପ୍ଲେଟ୍ । ରିକ୍ଟରସ୍କେଲରେ ଭୂମିକମ୍ପର ତିବ୍ରତା ୫.୧ ରହିଛି ।  ପୁରୀ ଠାରୁ ସମୁଦ୍ର ମଧ୍ୟରେ ୪୩୧ କିଲୋମିଟର ଦୂରରେ ଭୂକମ୍ପର ସଂଘଠିତ ହୋଛି । ସମୁଦ୍ର ପୃଷ୍ଠରୁ ୧୦ କିମି ଆଭ୍ୟନ୍ତରରେ ଏହାର ଉତ୍ପତ୍ତି ସ୍ଥଳ ରହିଛି ।

ନ୍ୟାସନାଲ ସେଣ୍ଟର ଫର୍ ସିସ୍‌ମୋଲୋଜି ସୂଚନା ଅନୁଯାୟୀ, ସୋମବାର ସକାଳୁ ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତିବ୍ରତା ରିକ୍ଟରସ୍କେଲରେ ୫.୧ ରେକର୍ଡ କରାଯାଉଛି । ଏହାର ଉତ୍ପତ୍ତି ସ୍ଥଳ ପୂର୍ବ-ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଛି । ପୁରୀ ଠାରୁ ସମୁଦ୍ର ମଧ୍ୟରେ ୪୩୧ କିଲୋମିଟର ଏବଂ ପଶ୍ଚିମବଙ୍ଗର ହଳଦିଆ ଠାରୁ  ୩୭୦ କିଲୋମିଟର ଦୂରରେ ଏହାର ସେଣ୍ଟର ରହିଛି । କ୍ଷୟକ୍ଷତି ବାବଦରେ କିଛି ସୂଚନା ମିଳିନାହିଁ । ନ୍ୟାସନାଲ ସେଣ୍ଟର ଫର୍ ସିସ୍‌ମୋଲୋଜି ପକ୍ଷରୁ ସୁନାମୀ ସତର୍କ ସୂଚନା ଦିଆଯାଇଛି ।

   Related Posts