ଉତ୍ତର ଓଡ଼ିଶାରେ ଭୂମିକମ୍ପର ଝଟକା, ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୦
28/08/2018 at 1:39 PM

ଉତ୍ତର ଓଡ଼ିଶାରେ ଭୂମିକମ୍ପର ଝଟକା । ଆନନ୍ଦପୁର, ବାଲେଶ୍ବର, ବାରିପଦା, ବେତନଟୀ ଆଦି ଅଞ୍ଚଳର କିଛି ସ୍ଥାନରେ ଝଟକା ଅନୁଭୂତ ହୋଇଛି । ସନ୍ଧ୍ୟା ୬ଟା ୩୩ ମିନିଟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଥିଲା ପଶ୍ଚିମବଙ୍ଗର ହୁଗୁଳି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୦ ।